ମୁମ୍ବାଇ ଏୟାରପୋର୍ଟରେ ୧୨ ଘଣ୍ଟା ଫସିରହିଲେ ୩୦୦ ଯାତ୍ରୀ

ମୁମ୍ବାଇ : ଭିଏତନାମର ଭିଏଟ୍ ଜେଟ୍ ଏୟାରର ଏକ ଫ୍ଲାଇଟ୍ ୧୦ ଘଣ୍ଟା ବିଳମ୍ବ ହେବା ଯୋଗୁଁ ପ୍ରାୟ ୩୦୦ ଯାତ୍ରୀ ମୁମ୍ବାଇ ଏୟାରପୋର୍ଟରେ ପ୍ରାୟ ୧୨ ଘଣ୍ଟା ଧରି ଫସି ରହିଥିଲେ। ବିମାନଟି ଭିଏତନାମର ହୋ ଚି ମିନ୍ ସିଟି ଅଭିମୁଖେ ଯିବାର ଥିଲା, କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୧୦ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇଥିଲା। ଜଣେ ଯାତ୍ରୀଙ୍କ କହିବା ଅନୁଯାୟୀ, ବିମାନରେ ତ୍ରୁଟି ଯୋଗୁଁ … Continue reading ମୁମ୍ବାଇ ଏୟାରପୋର୍ଟରେ ୧୨ ଘଣ୍ଟା ଫସିରହିଲେ ୩୦୦ ଯାତ୍ରୀ